Antabujula
Original price was: ₹294.00.₹240.00Current price is: ₹240.00.
ଅନ୍ତବୁଜୁଳା ଆତ୍ମାନୁରାଗୀ ବ୍ୟକ୍ତିକୈନ୍ଦ୍ରିକ ଆଧୁନିକତାର ପ୍ରତିପକ୍ଷରେ ‘ଅନ୍ତବୁଜୁଳା’ ବ୍ୟକ୍ତିର ସାମାଜିକ ବାସ୍ତବତା ଓ ସାଂପ୍ରତିକ ସଂକଟାପନ୍ନ ରାଜନୈତିକ ବାତାବରଣରେ ଏକ ଯନ୍ତ୍ରଣା କାତର ପ୍ରତିବୋଧନ। ଏଥିରେ ପ୍ରକୃତିକୁ ନେଇ ଆଧିଭୌତିକ ବର୍ଣ୍ଣନା ନାହିଁ। ଏଥିରେ ପ୍ରେମକୁ ନେଇ ଘୋଷଣା କି ବିରହ କି କାଳ୍ପନିକ ରୋମାନ୍ସ୍ ନାହିଁ। ଏଥିରେ ଅତିରିକ୍ତ ଦିବାସ୍ବପ୍ନର ଆଟୋପ ନାହିଁ। ଏଥିରେ ନିଜକୁ ସ୍ରଷ୍ଟା କି ଈଶ୍ବର କହିବାର ବାଗାଡମ୍ବର ନାହିଁ କି ମହାର୍ଘ କାବ୍ୟ ମୁଖର ସତ୍ତାର ପରିକଳ୍ପନା ନାହିଁ। ଏଥିରେ ଆତ୍ମପରିଚୟରେ ଅତିଶୟ ଆତ୍ମଶ୍ଳାଘା ନାହିଁ। ଏଥିରେ ନୈତିକ ମୂଲ୍ୟବୋଧର ଶିକ୍ଷଣୀୟ ସାରାଂଶ ନାହିଁ। ଏଥିରେ କୌଣସି ଭବିଷ୍ୟତ ପ୍ରତି ବାର୍ତ୍ତା ନାହିଁ। ଏଥିରେ ଭକ୍ତି,ଅଧ୍ୟାତ୍ମ ଓ ସମର୍ପଣର ସ୍ଥାନ ନାହିଁ। ଏଥିରେ କବିତାର ଏନ୍ତୁଡିଶାଳରେ ସେକା ହେଉଛି ଜୀବନ ପାତ୍ରରେ ସମୟର ଅନ୍ତବୁଜୁଳା, ଏକ ନିର୍ଭୀକ ଦସ୍ତାବିଜ।

- ublisher : Ketaki Foundation Trust (31 October 2022)
- Language : Oriya
- Paperback : 158 pages
- ISBN-10 : 8195153283
- ISBN-13 : 978-8195153282
- Reading age : 6 years and up
- Item Weight : 154 g
- Country of Origin : India
Reviews
There are no reviews yet.